ଜଳଦ କୁମାର ତ୍ରିପାଠୀ ହଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ସୁପାରିସିକୁ ସ୍ଵିକୃତୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରିପାଠୀ। ତିନିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ … Read More

ସେପ୍ଟେମ୍ବର ୩୦ ଯାଏ କେଉଁ ଟ୍ରେନ୍‌ ରହିବ ବାତିଲ୍‌, ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ୪ହଳ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତଟ ରେଳବାଇ।  ସେପ୍ଟେମ୍ବର 30 ତାରିଖ  ପର୍ଯ୍ୟନ୍ତ ଏହି ଟ୍ରେନ୍‌ଗୁଡ଼ିକ ବାତିଲ୍‌ ରହିବ ବୋଲି … Read More

ନିୟମିତ ଟ୍ରେନ୍‌ଯାତ୍ରୀଙ୍କ ଲାଗି ପୂର୍ବତଟ ରେଳବାଇର ଘୋଷଣା: ପୁଣି ଚାଲିଲା ମାସିକିଆ ପାସ୍‌-ଏମ୍‌ଏସ୍‌ଟି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି … Read More

ସେବା ଓ ସମର୍ପଣ ଦିଗରେ ରାଜ୍ୟ କାର୍ଯ୍ୟକାରିଣୀର ଭୂମିକା ଉଲ୍ଲେଖନୀୟ: ବୈଜୟନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କର୍ମୀ ଓ ଦଳୀୟ ନେତାଙ୍କ ସେବା ଓ ସମର୍ପଣ ଦିଗରେ ରାଜ୍ୟ କାର୍ଯ୍ୟକାରିଣୀ ମାର୍ଗଦର୍ଶନ କରାଇଥାଏ। ଏହାବାଦ୍‌ ଦଳର ବିଶିଷ୍ଟ ନେତୃତ୍ଵଙ୍କ ଦୃଷ୍ଟିଭଙ୍ଗୀ ଏବଂଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ମାଧ୍ୟମ ପାଲଟିଥାଏ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ … Read More

ନବୀନଙ୍କ ଶାସନ ସମୟରେ ଚାକିରି ଛାଡ଼ିଲେଣି ୭ ଆଇଏଏସ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କ୍ଷମତା ଓ ସମ୍ମାନ ଦୃଷ୍ଟିରୁ ଆକର୍ଷଣୀୟ ଚାକିରି ଭାବେ ଉଭା ହୋଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍‌ ଚାକିରି କିନ୍ତୁ ଓଡ଼ିଶାର କିଛି ଅଧିକାରୀଙ୍କ ଲାଗି ପିତା ହେବାରେ ଲାଗିଛି। ସେଥିଲାଗି ଓଡ଼ିଶା ଶାସନରୁ ସ୍ଵେଚ୍ଛାକୃତ … Read More

୪ ଓଏଏସ୍‌ଙ୍କ ବଦଳି, ମାଲକାନଗିରି ଗଲେ ଅକ୍ଷୟକୁମାର ଖେମୁଡ଼ୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ( ଓଏଏସ୍‌ କ୍ୟାଡର)ଙ୍କ ଭିତରେ ଏକ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ୪ ଜଣ ଅଫିସରଙ୍କୁ ସେମାନଙ୍କ ଦାୟିତ୍ଵରୁ ଅନ୍ୟତ୍ର ବଦଳି କରାଯାଇଛି। ଏହିକ୍ରମରେ ଜୁନିୟର ଗ୍ରେଡ୍‌ -ଏ ଓଏଏସ୍‌ ଅଧିକାର … Read More

ସୋନୀରେ ବିଲୟ ହେବ ଜୀ’: ଗଢ଼ା ହେବ ନୂଆ କମ୍ପାନୀ, ୩ ମାସ ଭିତରେ ଆସିବ ସମ୍ପୂଣ୍ଣ ରୂପରେଖ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭାରତର  ପ୍ରମୁଖ ମନୋରଞ୍ଜନ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ ବା ଜିଲ୍‌  ଅନ୍ୟତମ ମିଡିଆ ଓ ମନୋରଞ୍ଜନ କମ୍ପାନୀ ସୋନି ପିକ୍ଚର୍ସ ଇଣ୍ଡିଆରେ ବିଲୟ ହେବ। ଆସନ୍ତା ୯୦ ଦିନ ଭିତରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ … Read More

ସାଧାରଣ ଉଦ୍ୟୋଗରେ ଚାଲିଛି ସ୍ଵାସ୍ଥ୍ୟବୀମା କାରବାର, କଂଗ୍ରେସ କହିଲା ଅଫିସରଙ୍କ ଯାଗୁ ୧୭୩୩ କୋଟି କ୍ଷତି

ଭୁବନେଶ୍ୱର(ଓଟି): ରାଜ୍ୟ ସାଧାରଣ ଉଦ୍ୟୋଗ କାର୍ଯ୍ୟାଳୟଟି ଗତ ୪ ବର୍ଷ ହେଲା ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକର ଶାଖା କାର୍ଯ୍ୟାଳୟ ପାଲଟି ଯାଇଛି। ସେଠାରେ ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମ କର୍ମଚାରୀଙ୍କୁ ବର୍ଷ ତମାମ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବାର କାମ ଚାଲିଛି । … Read More

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ୨୦୦ କୋଟିର ପ୍ରକଳ୍ପ ଉଦ୍‌ଘାଟିତ, ୬୦୦ କୋଟିର ନୂଆ ପ୍ରକଳ୍ପ ପାଇଁ ଭିତ୍ତିଭୂମି

ଭୁବନେଶ୍ଵର, (ଓଟି): ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯାଜନାରେ ଉପଭୋକ୍ତାଙ୍କୁ ନୂଆ ସ୍ମାର୍ଟକାର୍ଡ଼ ପ୍ରଦାନ ପାଇଁ ବୁଧବାର ବଲାଙ୍ଗୀର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଟିଟିଲାଗଡ଼, ପାଟଣାଗଡ ଓ ବଲାଙ୍ଗୀର ଟାଉନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୭ଜଣ ମହିଳାଙ୍କୁ ଏହି ସ୍ମାର୍ଟକାର୍ଡ଼ … Read More