ରକ୍ତଦାନ କରି ସୋଆ ଛାତ୍ରଛାତ୍ରୀ ସ୍ମରଣୀୟ କଲେ ଏ ବର୍ଷର ଏନ୍‌ଏସ୍‌ଏସ୍‌ ଦିବସ

ଭୁବନେଶ୍ୱର, ( ଓଡ଼ିଶା ଟାଇମ୍‌) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନଏସଏସ ବ୍ୟୁରୋ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଓ ସୋଆ ୱେଲ୍‌ନେସ୍ ସେଂଟରର ମିଳିତ ଆନୁକୁଲ୍ୟରେ ୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏକ ସପ୍ତାହବ୍ୟାପୀ ବିଶାଳ ରକ୍ତଦାନ ସପ୍ତାହ … Read More

ସୋଆରେ ୫ ଦିନିଆ ଯନ୍ତ୍ରପାତି କୌଶଳ ଉପରେ ଆଲୋଚନା

ଭୁବନେଶ୍ୱର, ୨୪/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ୫ ଦିନିଆ ଭର୍ଚୁଆଲ୍ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ ହୋଇଯାଇଛି । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୩୦ ରୁ ଊର୍ଦ୍ଧ୍ୱ ଅଧ୍ୟାପକ ଏବଂ ଗବେଷକ ଯୋଗ … Read More

ନଭେମ୍ବର ୧୫ ସୁଦ୍ଧା ବିହାରରେ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌ କଟକଣା ଭିତରେ ବିହାର ସରକାର ରାଜ୍ୟର ସମସ୍ତ ସ୍କୁଲ୍‌ ତଥା ଅଙ୍ଗନବାଡ଼ିକୁ ଖୋଲିବା ପାଇଁ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୧୫ ତାରିଖ ସୁଦ୍ଧା ଅର୍ଥାତ୍‌ ପାର୍ବଣ ପରେ ପରେ ସବୁ ସ୍କୁଲ୍‌ ଖୋଲିବା ଲାଗି ବିଧିବଦ୍ଧ … Read More

ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ: ପ୍ରଖର ସ୍ରୋତରେ ଫଶିଥିବା ଦନ୍ତାର ଭିଡିଓ ଉତ୍ତୋଳନ ପାଇଁ ଯାଇଥିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଯାଇଛି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର ଜରୁରୀକାଳୀନ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି। ମୁଣ୍ଡଳୀ ବ୍ୟାରେଜ୍‌ରେ ଫସିଥିବା ଦନ୍ତାର ଭିଡିଓ ସଂଗ୍ରହ କରିବାକୁ ସେ … Read More

ମୁଣ୍ଡଳୀ ବ୍ୟାରେଜ୍‌ରେ ଫଶିଛି ଦନ୍ତା: ଉଦ୍ଧାର କରିବାକୁ ଯାଇ ଓଲଟିଲା ବୋଟ, ସାମ୍ବାଦିକ ଉଦ୍ଧାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମୁଣ୍ଡଳୀ ନିକଟରେ ମହାନଦୀ ପାର ହେଉଥିବା ଅବସ୍ଥାରେ ଏକ ଦନ୍ତା ଫଶି ରହିଛି।  ବ୍ୟାରେଜ୍‌ ନିକଟରେ ପାଣିର ପ୍ରଖର ସ୍ରୋତ ହେତୁ ହାତୀଟି ଆଗକୁ ବଢ଼ି ପାରୁ ନାହିଁ।  ପ୍ରାୟ ୮ ଘଣ୍ଟା  ଧରି ଦନ୍ତା ହାତୀକୁ … Read More

ସରକାରଙ୍କ ପାଇଁ ପୁରୀ ବୋଝ: ମୁଣ୍ଡାଇବାକୁ ମିଳୁନାହାନ୍ତି ଅଧିକାରୀ, ହୋଇପାରେ ଘାତକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବା ଲାଗି  ରାଜ୍ୟ ସରକାର ଯେମିତି ଅଣ୍ଟା ଭିଡ଼ିଛନ୍ତି ତାହାକୁ ଆଗକୁ ନେବାକୁ ଅଧିକାରୀ ମିଳୁ ନାହାନ୍ତି। ଏହାଦ୍ଵାରା ସରକାରଙ୍କୁ ବାରମ୍ବାର କୋର୍ଟରେ ଅପଦସ୍ତ ହେବାକୁ ପଡ଼ୁଛି। ଖାଲି ଧର୍ମକୁ ଆଖିଠାର … Read More

ଭୁବନେଶ୍ଵର କୋର୍ଟରେ କୋଭିଡ୍‌ ଭୟ: ୩ ଦିନ ପାଇଁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ତିନି ଦିନ ପାଇଁ ଭୁବନେଶ୍ଵରରେ ଥିବା ଜୁଡିସିଆଲ୍‌ କମ୍ପ୍ଲେକ୍ସ ବନ୍ଦ ରହିବ। ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଏମ୍‌ସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ ସମେତ, ଦେବୋତ୍ତର … Read More

୨୭ରେ ଭାରତ ବନ୍ଦ: ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ଯୋଗ ଦେବାକୁ ଏଆଇଟିୟୁସି ଡାକରା

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌): ସଂଯୁକ୍ତ କିଶାନ୍‌ ମୋର୍ଚ୍ଚା ଡାକରାରେ ୨୭ ତାରିଖ  ଭାରତ ବନ୍ଦ ପ୍ରତିବାଦକୁ ସମର୍ଥନ ଜଣାଇଛି ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ। ରାଜ୍ୟର ସମସ୍ତ ଟ୍ରେଡ୍‌ ୟୁନିୟନ୍‌ ସ୍ଵତଃ ଏହି ଆନ୍ଦୋଳନକୁ ସମର୍ଥନ କରିବେ ଏବଂ ଭାରତ … Read More

ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ପାଇଲେ ସାମାଜିକ କର୍ମୀ ଅଖଣ୍ଡ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆନ୍ତର୍ଜାତୀୟ ପବ୍ଲିକ ପିସ୍ ପ୍ରାଇଜ୍ ବିଜେତା ହୋଇଛନ୍ତି  ଓଡିଶାର ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ । ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଗତ 21 ତାରିଖରେ କାନାଡାର ପବ୍ଲିକ୍ ପିସ୍ ପ୍ରାଇଜ୍ କମିଟି ବିଜେତାଙ୍କ ନାମ … Read More