ଓଡ଼ିଶା ଟାଇମ୍‌ ପ୍ରଭାବ: ଅପଡେଟ୍‌ ହେଲା ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟ୍‌, ମିଳିଲା ବାତ୍ୟା ଗୁଲାବ ପ୍ରସ୍ତୁତି ସମ୍ପର୍କିତ ସୂଚନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ଉପରେ ପଡ଼ୁଥିବା ପ୍ରାକୃତିକ ବିପଦକୁ ସମ୍ମୁଖିନ ହୋଇ ତାହାର  ସଫଳ ମୁକାବିଲା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ରିଲିଫ୍‌ କମିଶନର ( ଏସ୍‌ଆର୍‌ସି)ଙ୍କ ଓ୍ବେବ୍‌ସାଇଟ୍‌ ତୁରନ୍ତ ଅପ୍‌ଡେଟ୍‌ ହୋଇଛି। ଦୀର୍ଘ ଦିନ ହେଲା ଏହାର ଅପ୍‌ଡେଟ୍‌ … Read More

ବାତ୍ୟା ଗୁଲାବ ଦେଇପାରେ ଧୋକା, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୪ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର, ସୋମବାର ବନ୍ଦ ରହିବ ସ୍କୁଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସାମୁଦ୍ରିକ ବାତ୍ୟା ଗୁଲାବ୍‌  ଦକ୍ଷିଣ ଓଡ଼ିଶାକୁ ଧୋକା ଦେଇପାରେ। ଏଣୁ ପୂଣ୍ଣ ରହିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେମିତି କୌଣସି ବି ଜୀବନ ବାତ୍ୟା ଯୋଗୁ ନଯାଏ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ଣ … Read More

ରାତି ୯ଟାରୁ ଲ୍ୟାଣ୍ଡଫଲ୍‌: ଗୋପାଳପୁରଠୁ ୧୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଗୁଲାବ୍‌’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂର ବଙ୍ଗୋପସାଗରରେ ରହିଛି ବାତ୍ୟା ଗୁଲାବ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅୖଞ୍ଚଳରେ ବର୍ଷା  ଲାଗି ରହିଛି। ଆଜି ମଧ୍ୟ ରାତ୍ରୀରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପିଟି ହେବ। ତେବେ … Read More

ବାତ୍ୟା ଗୁଲାବ୍‌: ଗଜପତିରେ ଭୂସ୍ଖଳନ ଭୟ, ୨୦୧୮ ଓ ୨୦୧୯ରେ ଯାଇଥିଲା ପ୍ରାଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ‘ଗୁଲାବ୍‌’କୁ ନେଇ ଦକ୍ଷିଣ ଓଡ଼ିଶାରେ ଭୟର ବାତାବରଣ ଦେଖାଦେଇଛି। କାରଣ ଏଠାରେ ପବନର ବେଗ  ନୁହେଁ, ବରଂ ବାତ୍ୟା ପରବର୍ତ୍ତୀ ସମୟରେ ଭୂ-ସ୍ଖଳନ। ୨୦୧୮ ଏବଂ ୨୦୧୯ ମସିହାରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପ୍ରସ୍ତୁତ … Read More

ବାତ୍ୟା ଗୁଲାବ ପାଇଁ ବ୍ୟାପକ ପ୍ରସ୍ତୁତି: ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ତଟରକ୍ଷୀ ପ୍ରସ୍ତୁତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍‌’ ମୁକାବିଲା ନେଇ ପ୍ରସ୍ତୁତ ହୋଇଛି ପ୍ରଶାସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ରେ  ୪୨ଟି ଓଡ୍ରାଫ୍ ଓ … Read More

ଗାଲୁଆପୁରରୁ ପପୁ ପମ୍‌ପମ୍‌: ଏଇ ପୂଜାରେ ମନୀଷା ସହ ଆସିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଶୁଣାଯାଉଛି ଗାଁର ନାଁ … Read More

ୟାଶ୍‌ରେ ଅଟକି ଯାଇଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର: ଗୁଲାବ୍‌ ସମ୍ପର୍କରେ ତଥ୍ୟ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଓଡ଼ିଶା ଆକାଶରେ କଳା ବାଦଲ ହୋଇ ଆଜି ବିପଦ ସଙ୍କେତ ଦେଲାଣି ବାତ୍ୟା ଗୁଲାବ୍‌’। ଆଜି ସନ୍ଧ୍ୟା ପରେ କୌଣସି ମୁହୂର୍ତ୍ତରେ ଏହା ବିପର୍ଯ୍ୟୟର ତାଣ୍ଡବ ରଚିପାରରେ। କିନ୍ତୁ ଓଡ଼ିଶାର ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ କାର୍ଯ୍ୟାଳୟ ସେଇ … Read More

ବାତ୍ୟା ଗୁଲାବ୍‌ : ଏଯାଏ ୨୮ ଟ୍ରେନ୍‌ ବାତିଲ, 8ର ଗତିପଥ ପରିବର୍ତ୍ତନ ଏବଂ ୫ ଟ୍ରେନ୍‌ର ସମୟ ପୁନଃନିର୍ଦ୍ଧାରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାତ୍ୟା ଗୁଲାବ୍‌ ଏବଂ ତଦ୍‌ଜନିତ କ୍ଷୟକ୍ଷତିକୁ ଆଶଙ୍କା କରି ପୂବତଟ ରେଳବାଇ ପକ୍ଷରୁ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବାକୁ ଥିବା ଅଥବା ସେଠାରୁ ବାହାରୁଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ୍‌ କରାଯାଇଛି। … Read More

ସୋଆରେ ଦୁଇ ଦିନିଆ ମେକାନିକାଲ୍ ଇଞ୍ଜିନିୟରିଂ ଅନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍ … Read More

ଆସୁଛି ବାତ୍ୟା ଗୁଲାବ୍‌: ଆକାଶରେ କଳା ହାଣ୍ଡିଆ, ଆରମ୍ଭ ହେଲାଣି ବର୍ଷା, ଆଜି ସନ୍ଧ୍ୟାରୁ ତୋଫାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ୍‌ କ୍ରମଶଃ ଓଡ଼ିଶା ଓ ଆନ୍ଦ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଏହା ଘଣ୍ଟାକୁ ୬ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଥିତବାରେୁ ଆଜି ବିଳମ୍ବିତ ସନ୍ଧ୍ୟା … Read More