ପୂଜା ବଜାରରେ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଶହରାରେ ରିଲିଜ୍‌ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ମୋ ମନ ନେଇଗଲୁ’ରେ। ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଥିବା ଏହି ଫିଳ୍ମ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର  ମନୋଜରଞ୍ଜନ ନାୟକଙ୍କ … Read More

ପୂଜା ପାଇଁ ଅତିରିକ୍ତ ଟ୍ରେନ୍‌ ସେବା ଘୋଷଣା କଲା ପୂର୍ବତଟ ରେଳବାଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି | … Read More

ନୂଆ ପରୀକ୍ଷା ନୀତିକୁ ସରକାରଙ୍କ ଅନୁମୋଦନ, କେମିତି ହେବ ଏବର୍ଷ +୨ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଏବର୍ଷ  +୨ ପରୀକ୍ଷା କେମିତି ହେବ ସେ ନେଇ ସରକାର ନୂଆ ମାର୍ଗଦର୍ଶିକାକୁ ଅନୁୂମତି ଦେଇଛନ୍ତି।  ଏହି ଅନୁସାରେ +୨ କାଉନ୍ସିଲ୍‌ ଅନୁବନ୍ଧିତ ସମସ୍ତ କଲେଜକୁ ଚଳିତ ବର୍ଷଠାରୁ ଏହି ପରୀକ୍ଷା ନିୟମାବଳି ପାଳନ ପାଇଁ ନିର୍ଦେଶ ଦେଇଛନ୍ତି।  … Read More

ବିଟ୍‌ କଏନ୍‌ ନାଁରେ ୬୭ ଲକ୍ଷ ଚଳୁ: ମଧ୍ୟପ୍ରଦେଶ ଯୁବକଙ୍କୁ ଧରିଲା ଭୁବନେଶ୍ଵର ପୁଲିସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କ୍ରିପ୍ଟୋ କରେନ୍ସୀ ଅଥବା ଜନtଧାରଣରେ ଏବେ ବିଟ୍‌ କଏନ୍‌ ଭାବେ ବେଶୀ ପରିଚିତ ଥିବା  ଡିଜିଟାଲ୍‌ ମୁଦ୍ରା  କାରବାର ପାଇଁ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ  ଯୁବକଙ୍କୁ ଗିରଫ କରିଛନ୍ତି ଭୁବନେଶ୍ଵର ପୁଲିସ। ତାଙ୍କଠାରୁ ୬୭ ଲକ୍ଷ  … Read More

ନବୀନଙ୍କୁ ସୁରଙ୍କ ନିବେଦନ: ବାପୁଜୀ ନଗରରେ ହେଉ ଗାନ୍ଧି ସ୍ମୃତି ପୀଠ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କଂଗ୍ରେସ ବିଧାୟକ ସୁର ରାଉତରାୟ ବାପୁଜୀ ନଗରରେ ଗାନ୍ଧିଜୀରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟେରେ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ତଥା ସ୍ମରକୀ ସ୍ଥାପନ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ବିଧାନସଭାରେ ଏକ ଗାନ୍ଧି ପ୍ରତିମୂିର୍ତ୍ତି ସ୍ଥାପନ ପାଇଁ … Read More

ଯଦି ଯିବାରେ ଅଛି ଯାଅ, ନହେଲେ ରୁହ; ଦି’ ପ୍ରକାର କଥା କହି ଦଳକୁ ବଦ୍‌ନାମ କରନି: ପ୍ରଦୀପ ମାଝିଙ୍କୁ କଟାକ୍ଷ କଲେ ସୁର ରାଉତରାୟ

ଭୁବୋନଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବତନ ସାଂସଦ  ପ୍ରଦୀପ ମାଝିଙ୍କ ଉପରେ ଖପ୍ପା ହୋଇଛନ୍ତି ବରିଷ୍ଠ କଂଗେ୍ରସ ନେତା ସୁର ରାଉତରାୟ। କହିଛନ୍ତି ପ୍ରଦୀପ ଦଳକୁ ବଦ୍‌ନାମ କରୁଛନ୍ତି।  ସେ ଦଳରେ ରହିବେ କି ନା ତାହା ସ୍ଥିର କରିପାରୁ ନାହାନ୍ତି। ଓଡ଼ିଶାରେ … Read More

୧୫ରେ ରିଲିଜ୍‌ ହେବ ପପୁ ଓ ମନୀଷାଙ୍କ ‘ଗାଁ ର ନାଁ ଗାଲୁଆପୁର’ : ୧୫ ସିନେମା ହଲ୍‌ ବୁକ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ଗାଁର ନାଁ ଗାଲୁଆପୁର।  ଜଣାଶୁଣା କମେଡିଆନ୍‌ ପପୁ ପମ୍‌ପମ୍‌ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ମନୀଷା। ଫିଲ୍ମଟି ପୂଜା ବଜାରରେ ଯଥେଷ୍ଟ ଆଦୃତ … Read More

ପିପିଲି ଉପ ନିର୍ବାଚନ: ସକାଳ ୮ଟାରୁ ଭୋଟ୍‌ ଗଣତି, ତାଲାପଡ଼ିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌): ରବିବାର  ଅପରାହ୍ଣ ସୁଦ୍ଧା ଆସିପାରେ ପିପିଲି ଉପନିର୍ବାଚନ ଫଳାଫଳ। ୧୦ ଜଣ ପ୍ରାର୍ଥୀଙ୍କ ଭିତରୁ କିଏ ଜିତିବ ଏବଂ କିଏ ହାରିବ ତାହା ସ୍ପଷ୍ଟ ହେବ। ଏଥିଲାଗି ଭୋଟର ଦେଇଥିବା ରାୟକୁ ସକାଳ ୮ଟାରୁ ଗଣତି ହେବ।  … Read More

ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ନକରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ପ୍ରତଶୃତି : ନିରଞ୍ଜନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟକ ପ୍ରତିଶୃତି ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ … Read More