ରାଜ୍ୟ ପାଇଁ ଭଲ ଖବର, ରାଜ୍ୟରେ ଆଉ ୭୫୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର ରାଜ୍ୟରେ ଆଜି ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ୧୩୯ , କଟକରୁ ୭୮ , ସୁନ୍ଦରଗଡ଼ରୁ ୫୮ , ଗଜପତିରୁ ୪୯ , ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧ , ପୁରୀରୁ ୨୮, ନୟାଗଡ଼ରୁ ୨୨ , ବାଲେଶ୍ୱରରୁ ୨୦, କୋରାପୁଟରୁ ୧୮ , ମାଲକାନଗିରିରୁ ୧୬ , ନବରଙ୍ଗପୁରରୁ ୧୩  , କନ୍ଧମାଳରୁ ୧୦ , ସମ୍ବଲପୁରରୁ ୧୦ , ଯାଜପୁରରୁ ୯ , କେନ୍ଦ୍ରାପଡ଼ାରୁ ୯ , ଜଗତସିଂପୁରରୁ ୮ , ବରଗଡ଼ରୁ  ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

Leave a Reply

Your email address will not be published.