ରାଜ୍ୟରେ ଚିହ୍ନଟ ହେଲେ ୩୯୯୬ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୫୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୬୩୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୯ଜଣ, ବରଗଡ଼ ଜିଲ୍ଲାରୁ ୯୭ଜଣ, ଭଦ୍ରକ ଜିଲ୍ଲାରୁ ୧୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨୪ଜଣ, ବୌଦ୍ଧ ଜିଲ୍ଲାରୁ ୩୯ଜଣ, କଟକ ଜିଲ୍ଲାରୁ ୩୫୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୭ଜଣ, ଗଜପତି ଜିଲ୍ଲାରୁ ୨୫ଝଣ, ଗଞ୍ଜାମ ଜିଲ୍ଲାରୁ ୮୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୨ଜଣ, ଯାଜପୁର ଜିଲ୍ଲାରୁ ୧୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୯ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮ଜଣ, କନ୍ଧମାଳ ଜିଲ୍ଲାରୁ ୪୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୦ଜଣ, କେନ୍ଦୁଝର ଜିଲ୍ଲାରୁ ୬୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୦୬ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୪୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୧ଜଣ, ନୟାଗଡ଼ ଜିଲ୍ଲାରୁ ୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୩ଜଣ, ପୁରୀ ଜିଲ୍ଲାରୁ ୨୭୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୫ଜଣ, ସମ୍ବଲପୁର ଜିଲ୍ଲାରୁ ୯୧ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮ଜଣ, ଷ୍ଟେଟ୍ ପୁଲ୍ରୁ ୨୦୬ଜଣ ରହିଛନ୍ତି ।
6. Boudh: 39
7. Cuttack: 354
8. Deogarh: 10
9. Dhenkanal: 87
10. Gajapati: 25
11. Ganjam: 89
12. Jagatsinghpur: 122
13. Jajpur: 119
14. Jharsuguda: 79
15. Kalahandi: 58
16. Kandhamal: 47
17. Kendrapada: 130
18. Keonjhar: 60
19. Khurda: 606
20. Koraput: 93
21. Malkangiri: 47— I & PR Department, Odisha (@IPR_Odisha) September 11, 2020
22. Mayurbhanj: 160
23. Nawarangpur: 151
24. Nayagarh: 77
25. Nuapada: 103
26. Puri: 279
27. Rayagada: 105
28. Sambalpur: 91
29. Sonepur: 91
30. Sundargarh: 88
31. State Pool: 206New Recovery: 2706
Cumulative Tested: 2323641
Positive: 143117
Recovered: 108001
Active Case: 34458— I & PR Department, Odisha (@IPR_Odisha) September 11, 2020