ରାଜ୍ୟରେ ଚିହ୍ନଟ ହେଲେ ୩୯୯୧ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୯୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୧୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୧୫ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୭୪ଜଣ, ବରଗଡ଼ ଜିଲ୍ଲାରୁ ୧୬୯ଜଣ, ଭଦ୍ରକ ଜିଲ୍ଲାରୁ ୮୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୦ଜଣ, ବୌଦ୍ଧ ଜିଲ୍ଲାରୁ ୪୧ଝଣ, କଟକ ଜିଲ୍ଲାରୁ ୩୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୧ଜଣ, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ଜିଲ୍ଲାରୁ ୯୫ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୯ଜଣ, ଯାଜପୁର ଜିଲ୍ଲାରୁ ୧୪୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୯ଜଣ, କଳାହାଣ୍ଡି ଜିଲ୍ଲାରୁ ୭୪ଜଣ, କନ୍ଧମାଳ ଜିଲ୍ଲାରୁ ୫୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ଜଣ, କେନ୍ଦୁଝର ଜିଲ୍ଲାରୁ ୮୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୮୭ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୫ଜଣ, ନୟାଗଡ଼ ଜିଲ୍ଲାରୁ ୪୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୬ଜଣ, ପୁରୀ ଜିଲ୍ଲାରୁ ୩୩୨ଜଣ, ରାୟଗଡ଼ା ଜିଲ୍ଲାରୁ ୫୮ଜଣ, ସମ୍ବଲପୁର ଜିଲ୍ଲାରୁ୧୦୪ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮ଜଣ, ଷ୍ଟେଟ ପୁଲ୍ରୁ ୧୧୪ଜଣ ରହିଛନ୍ତି ।
6. Boudh: 41
7. Cuttack: 392
8. Deogarh: 18
9. Dhenkanal: 101
10. Gajapati: 18
11. Ganjam: 95
12. Jagatsinghpur: 109
13. Jajpur: 148
14. Jharsuguda: 49
15. Kalahandi: 74
16. Kandhamal: 57
17. Kendrapada: 147
18. Keonjhar: 81
19. Khurda: 687
20. Koraput: 127
21. Malkangiri: 19— I & PR Department, Odisha (@IPR_Odisha) September 10, 2020
22. Mayurbhanj: 160
23. Nawarangpur: 125
24. Nayagarh: 48
25. Nuapada: 96
26. Puri: 332
27. Rayagada: 58
28. Sambalpur: 104
29. Sonepur: 74
30. Sundargarh: 98
31. State Pool: 114New Recovery: 3110
Cumulative Tested: 2273597
Positive: 139121
Recovered: 105295
Active Case: 33182— I & PR Department, Odisha (@IPR_Odisha) September 10, 2020