ଭାରତ-ଚୀନ୍ ସୀମାନ୍ତ ସଂଘର୍ଷରେ ସହିଦ ସୈନିକମାନଙ୍କ ନାମ ପ୍ରକାଶ କଲା ସେନା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ-ଚୀନ ସୀମାର ଏଲଏସିରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ନାମ ଜାରି କରିଛନ୍ତି ସରକାର। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ ଅନ୍ୟ ୧୯ ଜଣ ଯବାନ ରହିଛନ୍ତି। ସହିଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ବୀର ମଧ୍ୟ ଅଛନ୍ତି।
୧. କର୍ଣ୍ଣେଲ୍ ବି ସନ୍ତୋଷ ବାବୁ
୨. ନାଏବ ସୁବେଦାର ନୁଦୁରାମ ସୋରେନ୍(ଓଡ଼ିଶା)
୩. ସବ୍ ସୁବେଦାର୍ ମନଦୀପ ସିଂହ
୪. ନାଏବ ସୁବେଦାର୍ ଶତନାମ ସିଂହ
୫. ହାବିଲଦାର କେ ପଲାନି
୬. ହାବିଲଦାର ସୁନୀଲ କୁମା
୭. ହାବିଲଦାର ବିପୁଳ ରାୟ
୮. ନାଏକ ଦୀପକ କୁମାର
୯. ସିପାହୀ କୁନ୍ଦନ କୁମାର ଓଝା
୧୦. ସିପାହୀ ଗଣେଶ ରାମ
୧୧. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ(ଓଡ଼ିଶା)
୧୩. ସିପାହୀ ଚନ୍ଦନ କୁମାର
୧୪. ସିପାହୀ ଗୁରବିନ୍ଦର
୧୫. ସିପାହୀ ଗୁରତେଜ ସିଂହ
୧୬. ସିପାହୀ ଅଙ୍କୁଶ
୧୭. ସିପାହୀ କୁନ୍ଦନ କୁମାର
୧୮. ସିପାହୀ ଜୟ କିଶୋର ସିଂହ
୧୯. ସିପାହୀ ଅମନ କୁମାର
୨୦. ସିପାହୀ ଗେଣେଶ ହାଁସଦା