ବିଧାୟକ ଅନନ୍ତ ଜେନାଙ୍କ ନାଁ ରେ ଥାନାରେ ମାମଲା

  • ଭୁବନେଶ୍ୱର(ଓଡିଶା ଟାଇମ୍): ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଥାନାରେ ଅଭିଯୋଗ । ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଥାନାରେ ଅଭିଯୋଗ ହୋଇଛି । ମହିଳା ଜଣଙ୍କ ଘରେ ଏକା ଥିବା ସମୟରେ ବିଧାୟକ ବଳ ପୂର୍ବକ ଘରେ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଦେଇଛନ୍ତି ଧମକ ଦେଇଥିବା ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ୧୯ ତାରିଖରରେ ଏପରି ଘଟଣା ଘଟିବା ନେଇ ଅଭିଯୋଗ ପରେ ଏତଲାକୁ ଆଧାର କରି ବିଧାୟକଙ୍କ ନାରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ । ବାଘମାରୀ ଥାନା ଆଇପିସିର ଧାରା ୪୪୮, ୩୫୪-ବି, ୨୯୪, ୫୦୬ ଏବଂ ୩୪ ମାମଲା ରୁଜୁ କରିଛି ପୋଲିସ । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଘଟଣାର ଅଭିଯୋଗ ନେଇ ତଦନ୍ତ ଚାଲିଛି । ଅନ୍ୟପଟେ ଏ ଘଟଣାରେ କିଛି ସତ୍ୟତା  ନ ଥିବା ପ୍ରତିକ୍ରିୟା ରଖିଛନ୍ତି ବିଧା

Leave a Reply

Your email address will not be published.