ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

ନିଜର ଅଧ୍ୟବସାୟ ବଳରେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ସାହିତ୍ୟ,କଳା, ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ବୃଷ

ଆର୍ଥିକ କ୍ଷେତ୍ରରେ ଉନ୍ନତି । ରାଜନୀତିରେ ସଫଳତା ପାଇବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି । ଜ୍ଞାନ, ଗବେଷଣା ଦିଗରେ ମନ ଦେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ମିଳନ ହୋଇପାରେ । ପୂଜାରେ ମନ ଦେବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମିଥୁନ

ନୂତନ ଯୋଜନା କାର୍ଯ୍ୟକାରୀ ହେବ । ବ୍ୟବସାୟରେ ଉନ୍ନତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ପରିବାରର ସର୍ବାଙ୍ଗନ ଉନ୍ନତି କରିବେ । ଦିନଟି ଭଲରେ କଟିବ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୧ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

କର୍କଟ

ଆର୍ôଥକ ସ୍ଥିତି ବଳବାନ ହେବ । ମନର କାମନା ବାସନା ପୂରଣ ହୋଇପାରେ । ଉନ୍ନତି ମୂଳକ କାମ କରିବେ । ଜ୍ଞାନ ଗବେଷଣା କ୍ଷେତ୍ରରେ ଉନ୍ନତି କରିବେ । ନୂତନ ଜ୍ଞାନ ହାସଲ କରି ପାରନ୍ତି । ଉଚ୍ଚସ୍ତରୀୟ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ

କର୍ମକ୍ଷେତ୍ରରେ ଉନ୍ନତି ସହ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ବିଦ୍ୟାର୍ଥୀମାନେ ପାଠପଢା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୮ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କନ୍ୟା

କର୍ମକ୍ଷେତ୍ରରେ ସଫଳତା ପାଇବେ । ସାହିତ୍ୟ,କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ସଫଳତା ମିଳିପାରେ । ଉଚ୍ଚସ୍ତରୀୟ କ୍ଷେତ୍ରରେ ଉନ୍ନତି ସହ ନୂତନ ଦ୍ରବ୍ୟ ଲାଭ ହେବ । ବନ୍ଧୁ ମିଳନ ହୋଇପାରେ । ମହିଳାମାନେ ଉଦଯୋଗୀ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ତୁଳା

ନିଜର କାମକୁ ନେଇ ଖୁସି ରହିବେ । ବୈଜ୍ଞାନିକ ପଦ୍ଧତିରେ ସଫଳତା ପାଇବେ । ବାଣିଜ୍ୟ ବ୍ୟବସାୟରେ ସଫଳତା ମିଳିପାରେ । ପରିବହନ କ୍ଷେତ୍ରରେ ଉନ୍ନତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ସତର୍କତାର ଦିନ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ବିଛା

ନୂତନ ଦାୟୀତ୍ୱ ଗ୍ରହଣ କରିବେ । ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । କଳା କ୍ଷେତ୍ରରେ ନାମ କମାଇବେ । ବିବାଦରେ ଜିତାପଟ ନେବେ । ବହୁ ଦିନରୁ ଥିବା କାର୍ଯ୍ୟରେ ସଫଳତା ମିଳିବ । ମହିଳାମାନେ ଘର କାମରେ ମଜି ରହିବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୧ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ଧନୁ

ନିଜର ସୁକର୍ମ ବଳରେ ପିଲାର ଉନ୍ନତି ହେବ । ପାରିବାରିକ ସମ୍ପର୍କ ମଧୁର ହେବ । ପରିବହନ କ୍ଷେତ୍ରରେ ସଫଳତା ପାଇବେ । ଉନ୍ନତଧରଣର କାର୍ଯ୍ୟରେ ହାତ ଦେବେ । ପାରିବାରିକ ଉନ୍ନତି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଉତ୍ତମ ଫଳ ପାଇବେ ।

ମକର

ନୂତନ ଦାୟୀତ୍ୱ ଗ୍ରହଣ କରିବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଆଇନ ଅଦାଲତରେ ଫେସଲା ଆପଣଙ୍କ ପଟେ ରହିବ । ମହିଳାମାନେ ଘର କାମରେ ସଫଳତା ହେବେ । ନୂତନ ବିଦ୍ୟା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୭ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କୁମ୍ଭ

ବହୁ ଦିନରୁ ଲାଗିଥିବା କାର୍ଯ୍ୟରେ ଉନ୍ନତି ସହ ବାଣିଜ୍ୟ କ୍ଷେତ୍ରରେ ସଫଳତା । ଘରର ସର୍ବାଙ୍ଗୀନ ଉନ୍ନତି ଲାଗି ଅପ୍ରାଣ ଉଦ୍ୟମ କରିବେ । ଉନ୍ନତି ମୂଳକ କାର୍ଯ୍ୟରେ ଯୋଗ ଦେବେ । ବୈଷୟିକ ବିଦ୍ୟାରେ ନିପୁଣତା ହାସଲ କରିବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମୀନ

କେତେକ ସମସ୍ୟା ଉପୁଜିବା, ସେଥିପାଇଁ ଧୈର୍ଯ୍ୟର ସହ ମୁକାବିଲା କରିବେ । ସାହିତ୍ୟ,କଳା କ୍ଷେତ୍ରରେ ଉନ୍ନତି ହୋଇପାରେ । ଆର୍ôଥକ କ୍ଷେତ୍ରରେ ସୁଧାର ଆସିବ । ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କର ସହଯୋଗ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ-ସତର୍କତାର ଦିନ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

Leave a Reply

Your email address will not be published. Required fields are marked *