ସମ୍ପୂଣ୍ଣ ତାଲିକା: କେନ୍ଦ୍ର ସରକାରରେ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ
ମୋଦି ସରକାରଙ୍କ ଦ୍ଵିତୀୟ ସରକାରରେ ମନ୍ତ୍ରଣାଳୟ ବଣ୍ଟନ ଶେଷ ହୋଇଛି। ରାଜ୍ୟପାଳଙ୍କ ନିକଟରୁ ମିଳିଥିବା ତଥ୍ୟକୁ ଆଧାରକରି ପ୍ରସ୍ତୁତ କରୁଛୁ ଏଠାରେ ମନ୍ତ୍ରୀପଦ ତାଲିକା। ପଢ଼ି ନିଅନ୍ତୁ ଏବଂ ଜାଣନ୍ତୁ କିଏ ପାଇଲେ କେଉଁ ମନ୍ତ୍ରଣାଳୟ। କାହାକୁ ରାରଷ୍ଟ୍ରପାହ୍ୟା ଓ କାହାକୁ ସ୍ଵାଧୀନ ରାଷ୍ଟ୍ର ପାହ୍ୟା। ପୁରଇ କିଏ ହେଲେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ।

| କାହାକୁ | କେଉଁ ମନ୍ତ୍ରଣାଳୟ |
| ନରେନ୍ଦ୍ର ମୋଦି | ପ୍ରଧାନମନ୍ତ୍ରୀ ପର୍ସନେଲ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ, ଆଣବିକ ଶକ୍ତି, ମହାକାଶ, ସମସ୍ତ ଗୁରୁତ୍ଵପୂଣ୍ଣ ନୀତି ପ୍ରସଙ୍ଗ, ଅନ୍ୟ ସମସ୍ତ ମନ୍ତ୍ରଣାଳୟ ଯାହା କାହାକୁ ଦିଆଯାଇ ନାହିଁ । |
| କ୍ୟାବିନେଟ୍ | |
| ରାଜନାଥ ସିଂହ | ପ୍ରତିରକ୍ଷା |
| ଅମିତ ଶାହ | ସ୍ଵରାଷ୍ଟ୍ର |
| ନିତିନ ଗଡ଼କରୀ | ସଡ଼କ ପରିବହନ, ରାଜପଥ, ଏମ୍ଏସ୍ଏମ୍ଇ |
| ଡିଭି ସଦାନନ୍ଦ ଗୌଡ଼ା | ରସାୟନ ଏବଂ ସାର |
| ନିର୍ମଳା ସୀତାରମଣ | ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର |
| ରାମ ବିଳାସ ପାସ୍ୱାନ୍ | ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ |
| ନରେନ୍ଦ୍ର ସିଂ ତୋମାର | କୃଷି, କୃଷକ ମଙ୍ଗଳ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ |
| ରବିଶଙ୍କର ପ୍ରସାଦ | ଆଇନ ଓ ନୃାୟ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି |
| ହରସିମ୍ରତ କୌର ବାଦଲ | ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ |
| ଡ. ସୁବ୍ରମଣିୟମ୍ ଜୟଶଙ୍କର | ବୈଦେଶିକ ବ୍ୟାପାର |
| ରମେଶ ପୋଖରିୟାଲ୍ ନିଶାଙ୍କ | ମାନବସମ୍ବଳ |
| ଅର୍ଜୁନ ମୁଣ୍ତା | ଆଦିବାସୀ ବ୍ୟାପାର |
| ସ୍ମୃତି ଜୁବିନ ଇରାନୀ | ମହିଳା, ଶିଶୁ ବିକାଶ, ବୟନ |
| ଡ. ହର୍ଷବର୍ଦ୍ଧନ | ସ୍ଵାସ୍ଥ୍ୟ ପରିବାର କଲ୍ୟାଣ, ବିଜ୍ଞାନ ଓ ଟେକ୍ନୋଲୋଜି, ପୃଥିବୀ ବିଜ୍ଞାନ |
| ପ୍ରକାଶ ଜାବଡ଼େକର | ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ |
| ପୀୟୁଷ ଗୋୟଲ | ରେଳବାଇ, ବାଣିଜ୍ୟ ଓ ଶିଳ୍ପ |
| ଧର୍ମେନ୍ଦ୍ର ପ୍ରଧାନ | ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ; ଇସ୍ପାତ |
| ମୁକ୍ତାର ଆବାସ ନକ୍ବୀ | ସଂଖ୍ୟାଲଘୁ |
| ପ୍ରହ୍ଲାଦ ଯୋଶୀ | ସଂସଦୀୟ ବ୍ୟାପାର, କୋଇଲା ଓ ଖାଦାନ |
| ମହେନ୍ଦ୍ର ନାଥ ପାଣ୍ଡେ | ଦକ୍ଷତା ବିକାଶ ଏବଂ ଉଦ୍ୟୋକ ବିକାଶ |
| ଅରବିନ୍ଦ ଗଣପତ ସାୱନ୍ତ | ଗୁରୁଶିଳ୍ପ ଓ ସାଧାରଣ ଉଦ୍ୟୋଗ |
| ଗିରିରାଜ ସିଂହ | ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ପ୍ରକ୍ରିୟାକରଣ |
| ଗଜେନ୍ଦ୍ର ସିଂହ ସେଖାୱତ୍ | ଜଳ ଶକ୍ତି ମନ୍ତ୍ରଣାଳୟ |
| ରାଷ୍ଟ୍ରମନ୍ତ୍ରୀ ( ସ୍ଵାଧୀନ ପାହ୍ୟା) | |
| ସନ୍ତୋଷ କୁମାର ଗଙ୍ଗୱାର | ଶ୍ରମ ଓ ନିଯୁକ୍ତି |
| ରାଓ ଇନ୍ଦରଜିତ୍ ସିଂହ | ପରିସଂଖ୍ୟାନ, ଯୋଜନା ପ୍ରଣୟନ, ଯୋଜନା |
| ଶ୍ରୀପଦ ୟେଶୋ ନାୟକ | ଆୟୁଷ, ପ୍ରତିରକ୍ଷା |
| ଡ. ଜିତେନ୍ଦ୍ର ସିଂହ | ପୂର୍ବାଞ୍ଚଳ ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନ୍ସନ, ଆଣବିକ ଶକ୍ତି, ମହାକାଶ |
| କୀରେନ୍ ରିଜିଜୁ | କ୍ରୀଡ଼ା, ଯୁବ ବ୍ୟାପାର ଏବଂ ସଂଖ୍ୟାଲଘୁ |
| ପ୍ରହ୍ଲଦ ସିଂହ ପଟେଲ | ସଂସ୍କୃତି ଓ ପର୍ଯ୍ୟଟନ |
| ରାଜକୁମାର ସିଂ | ଶକ୍ତି, ଅଣ ପାରମ୍ପରିକ ଶକ୍ତି, ଦକ୍ଷତା ବିକାଶ ଓ ଉଦ୍ୟୋଗ |
| ହରଦୀପ ସିଂ ପୁରୀ | ଗୃହ ଓ ସହରାଞ୍ଚଳ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ |
| ମନ୍ସୁଖ ଏଲ୍ ମାଣ୍ଡବୀୟ | ଜାହାଜ ଚଳାଚଳ, ରସାୟନ ଏବଂ ସାର |
| ରାଷ୍ଟ୍ର ପାହ୍ୟା | |
| ଫଗନ ସିଂହ କୁଲସ୍ତେ | ଇସ୍ପାତ |
| ଅଶ୍ଵିନୀ କୁମାର ଚୌବେ | ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ |
| ଅଜର୍ର୍ୁନ ରାମ ମେଘୱାଲ | ସଂସଦୀୟ ବ୍ୟାପାର, ଗୁରୁ ଶିଳ୍ପ ଓ ସାଧାରଣ ଉଦ୍ୟୋଗ |
| ଜେନେରାଲ୍ ଭିକେ ସିଂହ | ସଡ଼କ ପରିବହନ ଓ ରାଜପଥ |
| କ୍ରିଶନ୍ ପାଲ୍ | ସାମାଜିକ ନ୍ୟାୟ ଓ ସଶକ୍ତିକରଣ |
| ଦାନ୍ବେ ରାଓ ସାହେବ୍ ଦାଦା ରାଓ | ଖାଉଟି ବ୍ୟଶପାର, ଖାଦ୍ୟ ଓ ଯୋଗାଣ |
| ଜି କିସନ୍ ରେଡ୍ଡୀ | ଗୃହ ବ୍ୟାପାର |
| ପୁରୁଷୋତ୍ତମ ରୂପାଲା | କୃଷି ଓ କୃଷକ କଲ୍ୟାଣ |
| ରାମଦାସ ଅଠାୱାଲେ | ସାମାଜିକ ନ୍ୟାୟ ଓ ସଶକ୍ତିକରଣ |
| ବାବୁଲ ସୁପ୍ରିୟୋ | ପରିବେଶ, ଜଙ୍ଗଲ ଓ ଜଳବାୟୁ |
| ସଞ୍ଜୀବ କୁମାର ବାଲ୍ୟାନ୍ | ପ୍ରାଣିୀ ସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ମତ୍ସ୍ୟ ପାଳନ |
| ଧୋତ୍ରେ ସଞ୍ଜୟ ସାମ୍ରାଓ | ମାନବସମ୍ବଳ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି |
| ଅନୁରାଗ ଠାକୁର | ଅର୍ଥ, କର୍ପୋରେଟ୍ ବ୍ୟାପାର |
| ଅଙ୍ଗାଡ଼ି ସୁରେଶ ଚନ୍ନା ବସପ୍ପା | ରେଳବାଇ |
| ନିତ୍ୟାନନ୍ଦ ରାୟ | ଗୃହ ବ୍ୟାପାର |
| ରତନ ଲାଲ କଟାରିଆ | ଜଳଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ |
| ଭି ମୁରଲୀଧରନ୍ | ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପର |
| ରେଣୁକା ସିଂ ସାରୁତା | ଆଦିବାସୀ ବ୍ୟାପାର |
| ସୋମ୍ ପ୍ରକାଶ | ବାଣିଜ୍ୟ ଓ ଶିଳ୍ପ |
| ରାମେଶ୍ଵର ତେଲି | ଖାଦ୍ୟ ପ୍ରକ୍ରିୟାକରଣ |
| ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ଏମ୍ଏସ୍ଏମ୍ଇ, ପ୍ରାଣୀପାଳନ, ଦୁଗ୍ଧ ପ୍ରକ୍ରିୟାକରଣ ଓ ମତ୍ସ୍ୟପାଳନ |
| ସୁଶ୍ରୀ ଦେବଶ୍ରୀ ଚୌଧୁରୀ | ମହିଳା ଓ ଶିଶୁ ବିକାଶ |
ପୁରା ତାଲିକାର ଓଡ଼ିଆ ପିଡିଏଫ୍ ଡାଉନ୍ଲୋଡ୍ ପାଇଁ କ୍ଲିକ୍ କରନ୍ତୁ।











