ଜିନ୍‌ପିଙ୍ଗ୍‌ ଲାଞ୍ଜ ଦବାଇ ପଳାଇ ଯାଇଥିଲାବେଳେ, ପିଏମ ମୋଦୀ ସୀମାରେ !

ଜିନ୍‌ପିଙ୍ଗ୍‌ ମୃତ ସୈନିକମାନଙ୍କୁ ସମ୍ମାନ ନ ଦେଇ ଚୀନ୍ ସେନାକୁ ଅପମାନିତ କରିଛନ୍ତି, ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ସିଧା ଯୁଦ୍ଧକ୍ଷେତ୍ରରେ ପହଞ୍ଚିଛନ୍ତି । ଚୀନ୍ ସହ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଲେହର ଲଦାଖରେ ପହଞ୍ଚି ସୈନ୍ୟମାନଙ୍କୁ ଉତ୍ସାହିତ … Read More