କରୋନା ଭାଇରସ୍ ସଂକ୍ରମଣରେ ୱୁହାନ୍ ବଜାରର ଭୂମିକାକୁ ଡବ୍ଲ୍ୟୁଏଚଓର ସ୍ୱୀକାର
କରୋନା ଭୂତାଣୁ ବିସ୍ତାର ରୋକିବାକୁ ଚୀନ୍ ଚେଷ୍ଟା କରିନାହିଁ ଏବଂ ବିଶ୍ୱକୁ ଅନ୍ଧକାରରେ ରଖିଛି ବୋଲି ସମଗ୍ର ବିଶ୍ୱ ଚୀନ୍କୁ ଦୋଷାରୋପ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ମଧ୍ୟ ଚୀନ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ତେବେ … Read More