#coronaworldupdates: ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର, ଆକ୍ରାନ୍ତଙ୍କ ସଂଖ୍ୟାରେ ୧ଲକ୍ଷ ବୃଦ୍ଧି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଶ୍ଵରେ କରୋନା ତାଣ୍ଡବ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି। ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ୮୭୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୧୬ ଲକ୍ଷ ୧୦ … Read More