ବିଜୁ ଜନତା ଦଳକୁ ଅଡୁଆ ମହିଳା କୋଟା
ଲୋକସଭାରେ ନିର୍ବାଚନରେ ବିଜେଡ଼ି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଟିକଟ ଦେବ ବୋଲି କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଘୋଷଣାକୁ ଅନେକ ନବୀନଙ୍କର ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି କହିଥିଲେ। … Read More