ମସ୍ଜିଦ୍ରେ ମହିଳା ପ୍ରବେଶ: ସୁପ୍ରିମ୍କୋର୍ଟରେ ହେବ ଶୁଣାଣି
ଇସ୍ଲାମ୍ ସମ୍ପ୍ରଦାୟର ଧର୍ମପୀଠ ମସ୍ଜିଦ୍ ଭିତରେ ମହିଳାଙ୍କ ପ୍ରବେଶ ଓ ତାଙ୍କ ପୂଜାର୍ଚନା ନେଇ ଥିବା ପ୍ରତିବନ୍ଧକ ଉଠାଇବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋଟର୍ର୍ ରାଜି ହୋଇଛନ୍ତି। କୋର୍ଟଙ୍କ ପୂର୍ବ ବିଚାର ଏବଂ ସାବରିମାଳା ମାମଲାକୁ ଆଖିରେ ରଖି କୋର୍ଟ … Read More