ପୁଣି ବଦଳିବ ଓ୍ବେବ୍ ମିଡିଆ ତାଲିକାକରଣ ନୀତି
ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍ସାଇଟ୍ ତାଲିକାକରଣ ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। … Read More