ନୟାଗଡ଼-ବଲାଙ୍ଗିରରେ ଭୋଟ ବର୍ଜନ

ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। କିଛି ସ୍ଥାନରେ ଇଭିଏମରେ ଯାନ୍ତ୍ରିକ … Read More

‘ସ୍ୱାଭିମାନ’ ଅଞ୍ଚଳରେ କେହି ଭୋଟ ଦେଲେନି

ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁର ଲୋକାର୍ପଣ ସମୟରେ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା … Read More

ଗଜପତି-ନବରଙ୍ଗପୁରରେ ୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

ରାଜ୍ୟ ସରକାର ଓ କେନ୍ଦ୍ର ସରକାରକୁ ବିରୋଧ କରି ଗଜପତି ଓ ନବରଙ୍ଗପୁର ଜିଲ୍ଲାର ୩ଟି ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଓବାଦୀ ଭୟରେ ୧୫ଟି ବୁଥକୁ ଲୋକେ ଭୋଟ ଦେବା ପାଇଁ ଆସି ନାହାନ୍ତି। ଗଜପତି … Read More