ପାଟକୁରାରେ ମତଦାନ ଆରମ୍ଭ, ମଝି ଆଙ୍ଗୁଠିରେ ସନ୍ତକ

ପାଟକୁରା, (ଓଟି): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ଚିହ୍ନିତ ମତଦାନକାରୀମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଭୋଟ୍‌ ଦେଉଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ … Read More