୪-ଜି ଡାଉନ୍ଲୋଡ୍ରେ ଜିଓ ସବୁଠୁ ଆଗରେ, ଅପ୍ଲୋଡ୍ରେ ଭୋଡ଼ାଫୋନ୍
ହାରାହାରି ଭାବେ ୪ଜି ଡାଉନଲୋଡ୍ ସ୍ପିଡ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ନିଜର ସ୍ଥିତି ବଜାୟ ରଖିବା ସହିତ ମାର୍ଚ୍ଚ ମାସରେ ମଧ୍ୟ ସବୁଠୁ ଆଗରେ ରହିଥିବା ଟେଲିକମ ନିୟାମକ ପ୍ରାଧିକରଣ ଟ୍ରାଏ ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଦର୍ଶାଯାଇଛି । ଗତ … Read More