ଲକ୍ଡାଉନ୍: ବ୍ୟାଙ୍କ ଏଟିଏମ୍ରେ ରିଚାର୍ଜ କରିହେବ ଭୋଡାଫୋନ୍-ଆଇଡିଆ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଲକ୍ଡାଉନ ସମୟରେ ଖୁଚରା ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଭୋଡାଫୋନ୍ ଆଇଡିଆ ତରଫରୁ ଫିଚର ଫୋନ୍ ଓ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କ ଏଟିଏମ୍, ଆପ୍ ଏବଂ ୱେବସାଇଟ୍ ଜରିଆରେ ଶୀଘ୍ର ରିଚାର୍ଜ କରିବାର ସୁବିଧା ପ୍ରଦାନ … Read More