ବିନା ମୋବାଇଲ ନେଟୱର୍କରେ କଲ୍ କରିପାରିବେ ଜିଓ ଏବଂ ଏୟାରଟେଲ ଗ୍ରାହକ
ଭୁୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ଏବେ ଭାରତର ଦୁଇ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏବଂ ଜିଓ ଆରମ୍ଭ କରିବାକୁ ଯାଉଛନ୍ତି ଭଏସ୍ ଅନ୍ ୱାଇଫାଇ ବା ଭିଓ ୱାଇଫାଇ ସେବା । ମହାରାଷ୍ଟ୍ର, କେରଳ ଏବଂ ପଶ୍ଚିମବଙ୍ଗର ସହରରେ କିଛି … Read More