ଦେଶରେ ଚାରି ପଦ୍ଧତିରେ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା ଚାଲିଛି, ଅକ୍ଟୋବର ସୁଦ୍ଧା ପ୍ରି-କ୍ଲିନିକାଲ ପରୀକ୍ଷା ହୋଇପାରେ: ଡକ୍ଟର ରାଘବନ୍

ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ ବିଜୟ ରାଘବନ କହିଛନ୍ତି ଯେ ଟୀକା ପ୍ରସ୍ତୁତ କରିବାକୁ ୧୦ ରୁ ୧୫ ବର୍ଷ ସମୟ ଲାଗିଥାଏ ଡକ୍ଟର କେ ବିଜୟ ରାଘବନଙ୍କ ଅନୁଯାୟୀ ଏହି ଟୀକା ପ୍ରସ୍ତୁତ କରିବା ପାଇଁ … Read More