ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଦ୍ୟାଭବନକୁ ଜାତୀୟ ପୁରସ୍କାର

କେନ୍ଦୁଝର ଜିଲ୍ଲାର ଖୁଦପଶିଠାରେ ଥିବା ଆବାସିକ ବିଦ୍ୟାଳୟ ବିଦ୍ୟାଭବନକୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଛି। ଇଣ୍ଡିଆ ଟୁଡେ ୱାର‍୍‌ଲଡ ୱାଇଡ଼ ଆଚିଭର‍୍‌ସ ଦ୍ୱାରା ନୂଆଦିଲ୍ଳୀରେ ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀରେ ପୂର୍ବତନ ମାନବସମ୍ୱଳ ବିକାଶ … Read More