ପୁଣି ବିଧାନ ପରିଷଦ ଭେଳିକି

୧୬ତମ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଧାନସଭାର ନୂଆ ଅଧିବେଶନ ଆରମ୍ଭ ହୋଇନାହିଁ। କିନ୍ତୁ ହଠାତ ବିଧାନ ପରିଷଦ ଗଠନ ପ୍ରଶ୍ନ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି। କିଏ ଓ କାହିଁକି ବିଧାନପରିଷଦ ଗଠନ … Read More