ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ବୀମା ରହିବ ସମାନ, ପୁରୁଣା ନଥି ବି ଚଳିବ
ନୁଆଦିଲ୍ଲୀ (ଓଟି): କୋଭିଡ୍-୧୯ କରୋନା ମହାମାରୀ ପରିସ୍ଥିତିରେ ଗାଡ଼ି ଚାଳକ ଓ ପରିବହନକାରୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ। ଏହି ଅନୁସାରେ ପୁରୁଣା ନଥି ନେଇ ଗାଡ଼ି ଚଳାଇ ହେବ, ସେଥିପାଇଁ କୌଣସି ଜରିମାନା ଦେୟ ଦେବାକୁ … Read More