ସୋନିଆ ଗାନ୍ଧି ବିଶ୍ୱକନ୍ୟା ଓ ଚୀନ-ପାକିସ୍ତାନ ଏଜେଣ୍ଟ: ବିଜେପି ବିଧାୟକ

ବେଙ୍ଗାଲୁର: କର୍ଣ୍ଣାଟକର ବିଜେପି ବିଧାୟକ ବାସନଗୌଡା ସୋନିଆ ଗାନ୍ଧିଙ୍କୁ ‘ବିଶ୍ୱକନ୍ୟା’ ବୋଲି କହିଛନ୍ତି । ତାଙ୍କୁ ଚୀନ ଓ ପାକିସ୍ତାନର ଏଜେଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିଷାକ୍ତ ମନ୍ତବ୍ୟର … Read More