ଆଣବିକ ପରୀକ୍ଷଣ ଅଭିଯୋଗରେ ଚୀନ୍ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବ ଆମେରିକା

ଭୁବନେଶ୍ୱର,(ଓଟି): ଆରମ୍ଭରୁ ଚୀନ୍ ଏବଂ ଆମେରିକା ପରସ୍ପରକୁ ବିରୋଧ କରିଆସୁଛନ୍ତି । କରୋନା ପୂର୍ବରୁ ବାଣିଜ୍ୟ ଯୁଦ୍ଧ ହେତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା, ବର୍ତ୍ତମାନ କରୋନାଙ୍କ ଆଗମନ ଏହାକୁ ଆହୁରି ବଢ଼ାଇ ଦେଇଛି । ଆମେରିକାରେ କରୋନା ହଇଚଇ … Read More