ବିମାନରୁ ଓହ୍ଲାଉଥିଲେ ସୁଲେମାନୀ, ଆମେରିକା ମାରିଲା ରକେଟ୍‌

ବାଗ୍‌ଦାଦ୍‌( ଏଜେନ୍ସୀ): ଇରାନ୍‌ର କୁର୍ଦ ସେନା କମାଣ୍ଡର ତଥା ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ୍‌ ସୁଲେମାନୀ ଆଜି ପାହାନ୍ତାରେ ଆମେରିକୀୟ ରକେଟ୍‌ମାଡ଼ର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ଏହାଙ୍କ ସହ ଥିବା ଆଉ ୭ଜଣଙ୍କ ମୃତ୍ୟୁ ହୋଇଛି। ରକେଟ୍‌ମାଡ଼ରେ ଏହି … Read More