କଂଗ୍ରେସରେ ଉର୍ମିଲା : ମୁମ୍ବାଇରୁ ହେବେ ପ୍ରାର୍ଥୀ

ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ବୈଠକ କରିବା ପରେ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି। ଏ ସଂକ୍ରାନ୍ତରେ … Read More