ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବେ ସୁମିତ୍ରା
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ତାଙ୍କ ପଦବୀ ଛାଡିବେ । ଦଳୀୟ ଟିକଟ ବଣ୍ଟନରେ ମହିଳାଙ୍କୁ ଅଣଦେଖା ଓ କଂଗ୍ରେସ ଭବନ ଭିତରେ ତାଙ୍କୁ ମାଡ ମରାଯିବା ଘଟଣାରେ ଦଳର ନିରବତା ପ୍ରସଙ୍ଗରେ ସେ ଏଭଳି ପଦକ୍ଷେପ ନେବାକୁ … Read More