ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ, କାଲି ସକାଳେ ସାଂଘାତିକ ବାତ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ … Read More