ଉଦ୍ଧବଙ୍କ ପୁତ୍ରମୋହ- ମହାରାଷ୍ଟ୍ରର ମହାବିକାଶ-ଅଘାଡ଼ି ସରକାର ଯେକୌଣସି ସମୟରେ ଭାଙ୍ଗିପାରେ !
ଯେବେଠାରୁ ମହାରାଷ୍ଟ୍ରରେ ଏନସିପି ଏବଂ ଶିବସେନା ମହାବିକାଶ- ଅଘାଡ଼ି ସରକାର କ୍ଷମତାକୁ ଆସିଛି, ସେବେଠାରୁ ମତଭେଦ ହେତୁ ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି । ତେବେ ଏହି କଳ୍ପନାଜଳ୍ପନାକୁ ଏଡ଼ାଇ ଏହି ସରକାର ଏପର୍ଯ୍ୟନ୍ତ … Read More