ଫେସବୁକ୍, ଟ୍ୱିଟର ସହ ପ୍ରତିଯୋଗିତା କରିବ ଡୋନାଲ୍ଡ ଟ୍ରମ୍ପଙ୍କ ‘ଟ୍ରୁଥ୍ ସୋସିଆଲ୍’
ଟ୍ୱିଟର ଯେତେବେଳେ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା, ସେତେବେଳେ ତାଙ୍କର ୮.୮୭ ମିଲିୟନ ଅନୁଗାମୀ ଥିଲେ ଏବଂ ସେ ୫୧ ଜଣଙ୍କୁ ଅନୁସରଣ କରୁଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଶୁଭାରମ୍ଭ … Read More