ସକାଳ ୧୦ଟାରେ ନୂଆଦିଲ୍ଲୀକୁ ଏସି ଟ୍ରେନ୍‌, ‘ଆରୋଗ୍ୟ ସେତୁ’ ବାଧ୍ୟତାମୂଳକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମାର୍ଚ ୨୨ ତାରିଖରୁ ବନ୍ଦ ଥିବା ଭାରତୀୟ ରେଳ ମଙ୍ଗଳବାରଠାରୁ ସୀମିତ ଯାତ୍ରୀବାହୀ ସେବା ଆରମ୍ଭ କରିଛି।  ବୁଧବାର ସକାଳ ୧୦ଟାରେ  ଭୁବନେଶ୍ଵରରୁ ଏହାର ପ୍ରଥମ ଟ୍ରେନ୍‌ ଯାତ୍ରା କରିବ। ଏହା ନୂଆଦିଲ୍ଲୀ ଅଭିମୁଖେ ଯିବ ଏବଂ … Read More