ଟୁଥ୍ପେଷ୍ଟ ଦ୍ୱାରା କରନ୍ତୁ ବ୍ରଣର ଉପଚାର
ବ୍ରଣ ଓ ବ୍ରଣର ଦାଗ ମୁହଁର ସୌନ୍ଦର୍ଯ୍ୟ ନଷ୍ଠ କରିଥାଏ । ଝିଅ ହୁଅନ୍ତୁ ବା ପୁଅ, ଏହାକୁ ଦୂର କରିବା ପାଇଁ ସମସ୍ତେ ଅନେକ କିଛି ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଟୁଥ୍ପେଷ୍ଟ ଦ୍ୱାରା ବ୍ରଣର ଉପଚାର ସମ୍ଭବ ।