ଫାଷ୍ଟଟ୍ୟାଗ୍ ଲଗାଇଥିବା ହିତାଧିକାରୀ ହଟହଟା
କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେବା ସହିତ ଫାଷ୍ଟଟ୍ୟାଗ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଚାରି ଚକିଆ ଯାନରେ ଫାଷ୍ଟଟ୍ୟାଗ୍ ଲଗାଇଥିବା ଅନେକ ହିତାଧିକାରୀ ଏବେ ହଟହଟା ହେଉଛନ୍ତି। ବିଶେଷକରି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍ଗେଟରେ ଫାଷ୍ଟଟ୍ୟାଗ … Read More











