ଟିକ୍‌ଟକ୍‌ରୁ ହଟିଲା ୬୦ ଲକ୍ଷ ଭିଡିଓ

ସର୍ଟ ଭିଡିଓ ଶେୟାରିଂ ମୋବାଇଲ୍‌ ଆପ୍‌ ‘ଟିକ୍‌ ଟକ୍‌’ ୬୦ ଲକ୍ଷ ଭିଡିଓକୁ ନିଜ ପ୍ଲାଟ୍‌ଫର୍ମରୁ ହଟାଇଛି। ଭାରତୀୟ ଭିଡିଓ ପ୍ରକାଶନ ନିୟମାବଳୀ (କମ୍ୟୁନିଟି ଗାଇଡ୍‌ଲାଇନ୍‌) ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆସିବା ପରେ ଟିକ୍‌ଟକ୍‌ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ … Read More