ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଯବାନ ତେଜ୍ ବାହାଦୁର ଯାଦବ
ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍)ରୁ ବାହାର ହୋଇଥିବା ଯବାନ ତେଜ୍ ବାହାଦୁର ଯାଦବ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍ ବାହାଦୁର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା … Read More