#OdishaFightsCorona: ରାଜ୍ୟରେ ଆହୁରି ୪୨ ନିଜାମୁଦ୍ଦିନ ଫେରନ୍ତା, ସମୁଦାୟ ସଂଖ୍ୟା ୭୦
ଭୁବନେଶ୍ଵର, (ଓଟି): ଦିଲ୍ଲୀ ନିଜାମୁଦିନ୍ସ୍ଥିତ ତବ୍ଲିଗି ଜମାତ୍ରେ ଧାର୍ମିକ ସଭା ସଂସ୍ପର୍ଶରେ ଆସିଥିବା ଆହୁରି ୪୨ଜଣଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି। ସେମାନେ ସ୍ଵତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାରଙ୍କୁ ନିଜ ବାବଦରେ ଜଣାିଛନ୍ତି ବୋଲି … Read More