ଇଲେକ୍ଟ୍ରୋରାଲ ବଣ୍ଡର ବୈଧତା ନେଇ ଶୁକ୍ରବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଇଲେକ୍ଟ୍ରୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡ ମାମଲାରେ ଆଜି ଏକ ବଡ଼ ଝଟକା ଲାଗିଛି କେନ୍ଦ୍ର ସରକାରଙ୍କୁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡକୁ ରଦ୍ଦ କରିବା ପାଇଁ ଆଗତ ମାମଲାର ଶୁଣାଣି କିମ୍ବା ଏ ମାମଲାରେ କୌଣସି … Read More

ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ଜରୁରୀ: ଶଙ୍କରାଚାର୍ଯ୍ୟ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଶାସ୍ତ୍ରୀୟ, … Read More

ଇଭିଏମ-ଭିଭିପଟ ମେଳ ଯୋଗୁ ୪ ଘଣ୍ଟା ଡେରିରେ ଆସିବ ନିର୍ବାଚନ ଫଳ

ଆଉ ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଚଳିତ ଥର ଅନ୍ୟୂନ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏଥର ନିର୍ବାଚନ ଫଳ ବାହାରିବାରେ ଅତିରିକ୍ତ ୪ ଘଣ୍ଟା ବିଳମ୍ୱ ହେବାର ଆଶଙ୍କା … Read More

ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟଙ୍କୁ ଦେବାକୁ ପ୍ରସ୍ତାବ

ରାଜ୍ୟ ସରକାରଙ୍କ ଭୂମିକା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ … Read More

ସୁପ୍ରିମକୋର୍ଟଙ୍କୁ ମାୟାଙ୍କ ଜବାବ : ଲୋକଙ୍କର, କାଂଶିରାମଙ୍କ ଇଚ୍ଛାକୁ ପାଳନ କରିଛୁ

ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ?  ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ରାଜ୍ୟରେ ତାଙ୍କ ମୂର୍ତ୍ତୀ ସ୍ଥାପନ ନେଇ ହୋଇଥିବା ଖର୍ଚ୍ଚ ସମ୍ୱନ୍ଧୀୟ … Read More

ପ୍ରାର୍ଥୀମାନେ ଅପରାଧିକ ମାମଲାର ତଥ୍ୟ ଦେଇ ନଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ

ନିର୍ବାଚନରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟ୍‌ରମାନେ ସବୁ ତଥ୍ୟ ଜାଣିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେହି ବି ଖାତିର କରୁନାହାନ୍ତି। ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବା ‘ଦାଗୀନେତା’ମାନଙ୍କ ପାଇଁ ସୁପ୍ରିମକୋର୍ଟ … Read More

ଜନଜାତିଙ୍କ ପାଇଁ ବଡ଼ ଆଶ୍ୱସ୍ତି

୧୩ ତାରିଖର ନିଜ ରାୟ ଉପରେ ସ୍ଥଗିତାଦେଶ ଦେଲେ ସୁପ୍ରିମକୋର୍ଟ ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଜଙ୍ଗଲ ଜମିରୁ … Read More

ବିଚାରାଧୀନ ମାମଲାରେ ମିଡିଆ ଟ୍ରାଏଲ୍‌: ଓକିଲଙ୍କ ଉପରେ ଲାଗିପାରେ ସୁପ୍ରିମ୍‌କୋର୍ଟଙ୍କ ତୁଣ୍ଡି

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବିଚାରାଧୀନ ମାମଲାଗୁଡ଼ିକର ବିଚାର ମିଡିଆରେ ବଢ଼ିବାରେ ଲାଗିଛି। ଏହିପରି ସମୟରେ ଆବଶ୍ୟକ ସାକ୍ଷୀ ପ୍ରମାଣ ଏବଂ ସତ୍ୟାସତ୍ୟ ବିଚାର କରି ମାମଲାର ରହସ୍ୟ ଉନ୍ମୋଚନରେ ବାଧା ଉପୁଜୁଛି। ଏହା ଭାରତର ସବୁ କୋର୍ଟ ଅନୁଭବ କରିବା … Read More

ଜାନୁଆରି ୧୦ ସୁଦ୍ଧା ଅଯୋଧ୍ୟା ଶୁଣାଣି ଲାଗି ଗଠନ ହେବ ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠ

ଭୁବନେଶ୍ୱର,(ଓଟି): ଅଯୋଧ୍ୟାର ବାବ୍ରି ମସ୍‌ଜିଦ୍‌- ରାମ ଜନ୍ମଭୂମି ଟାଇଟଲ୍‌ ସୁଟ୍‌ ଉପରେ ଶୁଣାଣି ନିମନ୍ତେ ଜାନୁଆରି ୧୦ ତାରିଖ ପୂର୍ବରୁ ନୂଆ ଖଣ୍ଡପୀଠ ଗଠନ ହେବା କଥା ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, … Read More

ଲିଭ୍ଇନ ରିଲେସନସିପରେ ଯୌନ ସଂପର୍କ ଦୁଷ୍କର୍ମ ନୁହେଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର,(ଓଟି): ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସଂପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଲିଭ-ଇନ-ପାର୍ଟନରସିପରେ ଥିବା ପୁରୁଷ କୌଣସି କାରଣରୁ ଯଦି ମହିଳାଙ୍କୁ ବିବାହ କରିପାରିବେନି। … Read More