ଚୀନ୍‌କୁ ନଷ୍ଟ କରିବାକୁ ଗ୍ଲୋବାଲ୍ ଯୋଗାଣ ଶୃଙ୍ଖଳା ବନ୍ଦ କର- ମାଇକ୍ ପୋମ୍ପିଓ

‘ଚୀନ୍‌କୁ ଧ୍ୱଂସ କର ଏବଂ ଏହାକୁ ବିଶ୍ୱ ଯୋଗାଣ ଶୃଙ୍ଖଳରୁ ବାହାର କର’ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଭାରତକୁ ଆମେରିକା ସହ ଆସି ଚୀନ୍ ବିରୋଧ ସାମ୍ମୁଖ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଗତ କିଛିବର୍ଷ ମଧ୍ୟରେ … Read More