#Lockdown: ୨୦ରୁ ଖୋଲିବ ସବ୍ରେଜିଷ୍ଟ୍ରାର୍ ଅଫିସ, ଚାଲିବ ଜମିଜମା ପଞ୍ଜିକରଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଳମ୍ବାରେ ସବ୍ରେଜିଷ୍ଟ୍ରାର୍ ଅଫିସକୁ ଲକ୍ଡାଉନ୍ ସମୟରେ ଖେଶଲିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳରେ ୩୩ ପ୍ରତିଶତ ଷ୍ଟାଫଙ୍କୁ ନେଇ ଏହି ଅଫିସ୍ ଚାଲିବ, କିନ୍ତୁ ସହରାଞ୍ଚଳ ବାହାରେ ଥିବା ସବ୍ରେଜିଷ୍ଟ୍ରାର୍ … Read More