କେରଳରେ ମହିଳା ଶ୍ରମିକ ନିର୍ଯାତିତ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ

କେନ୍ଦ୍ରାପଡା, (ଓଡ଼ିଶା ଟାଇମ୍‌): କରେଳର ଏଣ୍ଣାକୁଲମ ଜିଲ୍ଲାରେ ଥିବା ଏକ କପଡ଼ା ଫ୍ୟାକ୍ଟ୍ରୀରେ ନିର୍ଯାତନା ଭୋଗୁଛନ୍ତି ଓଡ଼ିଆ ମହିଳା। ଏ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର। ସେମାନଙ୍କୁ ପାରିଶ୍ରମିକ କି ଖାଦ୍ୟ ପେୟ ମିଳୁ ନାହିଁ ବୋଲି ଘର ଲୋକଙ୍କଠାରୁ ଖବର ପାଇବା … Read More