ଦିନକରେ ୧୦ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୨; ରାଜ୍ୟ ସଂଖ୍ୟା ୧୧୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧୮ ହୋଇଛି।  ଏମାନଙ୍କ ଭିତରୁ ୩୭ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣଙ୍କ ଚିକିତ୍ସା ଜାରି ରହିଛି। ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ସୁସ୍ଥ ହେବା ପରେ ମୃତ୍ୟୁ ଶିକାର … Read More