ଗାନ୍ଧି ପରିବାର ସୁରକ୍ଷା ଦାୟିତ୍ଵରୁ ହଟିଲେ ଏସ୍‌ପିଜି, ଏଣିକି ଜେଡ୍‌ ପ୍ଲସ୍‌

ଭୁବନେଶ୍ଵର, (ଓଟି): ଆଉ ପଅଧାନମନ୍ତ୍ରୀଙ୍କ ଭଳି ସ୍ଵତନ୍ତ୍ର ସୁରକ୍ଷା ବଳୟ ପାଇବେ ନି ଗାନ୍ଧି ପରିବାରର ସଦସ୍ୟମାନେ। ଏଣିକି କେନ୍ଦ୍ରୀୟ ରିଜିର୍ଭ ପୁଲିସବଳ( ସିଆର୍‌ପିଏଫ୍‌)ର ଜେଡ୍‌ ପ୍ଲସ୍‌ ସୁରକ୍ଷା ବଳୟରେ ଏହି ପରିବାରର ତିନି ସଦସ୍ୟ ରହିବେ। ଏ ନିଷ୍ପତ୍ତିକୁ କାର୍ଯ୍ୟକାରୀ … Read More