‘ଭାବିଜୀ ଘରପର ହୈ’ର ସୌମ୍ୟାଙ୍କ ଘରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ହେଲା ପାଉଁଶ
ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ଭାବିଜୀ ଘର୍ ପର୍ ହେ’ର ଗୋରୀ ମେମ୍ ଓରଫ୍ ସୌମ୍ୟା ଟଣ୍ଡନ୍ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଥିବା ଖବର ଆସିଛି । ସୋମ୍ୟା ଟ୍ୱିଟ୍ କରି ଏହି ଖବର … Read More