ଟିଟିଲାଗଡ଼ ଏସଡ଼ିଏମଙ୍କ ଟ୍ୱିଟ୍‌କୁ ନେଇ ଦେଶବ୍ୟାପୀ ଝଡ଼ !

ଟିଟିଲାଗଡ଼ର ଏସଡ଼ିଏମ ସୋମେଶ ଉପାଧ୍ୟାୟଙ୍କ ଟ୍ୱିଟ୍‌କୁ ନେଇ ଦେଶରେ ଝଡ଼ ସୃଷ୍ଟି ହୋଇଛି । ସୋମେଶଙ୍କ ଏହି ଟ୍ୱିଟ୍‌କୁ ଅଭିବ୍ୟକ୍ତିର ଆଜାଦୀ ପାଇଁ ଓକିଲାତି କରୁଥିବା ଲୋକମାନେ ସମାଲୋଚନା କରି ତାଙ୍କ ମତକୁ ଦବାଇ ଦେବାକୁ ଅପଚେଷ୍ଠା କରୁଛନ୍ତି । ଆମେ … Read More