ବିଚିତ୍ର ସ୍ମାର୍ଟ ସିଟି: ବେକାର ବଢ଼ୁଛନ୍ତି ୨ବର୍ଷ ହେଲା କିଓସ୍କ ପଡ଼ିଛି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଏକଦା ନମ୍ବର ୱାନ୍‌ ବୋଲାଇଥିବା ଭୁବନେଶ୍ଵର ସ୍ମାର୍ଟସିଟି ଏବେ ବେକାର୍‌। କରୋନା କାଳରେ ଏହା ଲୋକଙ୍କୁ କାମ ଦେବାରେ ବିଫଳ  ହୋଇଛି। ଆଗକୁ ଭାରତ ସରକାର ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ତଥା ସ୍ଥାନୀୟ ସ୍ତରରେ ନିଯୁକ୍ତି … Read More