ଏକଜିମା ସମସ୍ୟାର ଘରୋଇ ଉପଚାର

ଏକଜିମା ଏକ ଇନଫ୍ଲେମେଟ୍ରି ସ୍କିନ୍ ଡିଜିଜ୍, ଯେଉଁଥିରେ ତ୍ୱଚା ଅତ୍ୟଧିକ ଭାବେ କୁଣ୍ଡେଇ ହେବା ସହିତ ଲାଲ୍ ହୋଇ ଘା ହୋଇଥାଏ । ଅନେକ କ୍ଷେତ୍ରରେ ଏକଜିମା ହେବା ଦ୍ୱାରା ତ୍ୱଚା ଫାଟିଯାଏ ଏବଂ ତ୍ୱଚାରେ କୁଞ୍ଜନ ସୃଷ୍ଟି ହୁଏ । … Read More